ଗତ ମାସ ୩୦ ତାରିଖରୁ ଆରମ୍ଭ ହୋଇଥିବା ମାଟ୍ରିକ ଅଫଲାଇନ ପରୀକ୍ଷା ଗୁରୁବାର ଦିନ ଶେଷ ହୋଇଛି । ତେବେ ପରୀକ୍ଷାରେ ପଡ଼ିଥିବା ପ୍ରଶ୍ନ ଗୁଡ଼ିକ ଅପେକ୍ଷାକୃତ ସହଜ ଥିଲା ଏବଂ ପରୀକ୍ଷା ବେଶ ଭଲ ହୋଇଥିବା କହିଛନ୍ତି ଅଧିକାଂଶ ପରୀକ୍ଷାର୍ଥୀ । କିନ୍ତୁ ବିଜ୍ଞାନ ପରୀକ୍ଷା ଦିନ ବୋର୍ଡ ସ୍କୁଲରେ ଘଟିଥିବା ପ୍ରଶ୍ନପତ୍ର ଅଦଳବଦଳ ଘଟଣା ଯୋଗୁଁ କିଛି ପରୀକ୍ଷାର୍ଥୀ ନିଜ ଫଳାଫଳକୁ ନେଇ ଚିନ୍ତିତ ଅଛନ୍ତି ।
#ArgusNews #Odisha #MatricExam #secondaryboardhighschool #Cuttack