#ଉପାନ୍ତ_ଇଲାକାରେ_ଉତ୍କଟ_ପାନୀୟ_ଜଳ_ସମସ୍ୟା
#ଶୋଷ_ମେଣ୍ଟାଉଛି_ନାଳ_ପାଣି
ଅସହ୍ୟ ହେଲାଣି ଜଳକଷ୍ଟ । ଗୋଟିଏ ପଟେ ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ। ଅନ୍ୟପଟେ ଉପାନ୍ତ ପାହାଡିଆ ଅଞ୍ଚଳରେ ଏବେ ବି ଲାଗି ରହିଛି ପାନୀୟ ଜଳ ସମସ୍ୟା।
#Gajapati #WaterProblem #drinkingwater #DrinkingWaterProblem #drainagewater #Odisha #ArgusNews