ସ୍ବଚ୍ଛ ଭାରତ ଯୋଜନାରେ ଜନସାଧାରଣଙ୍କ ପାଇଁ ଶୌଚାଳୟ ନିର୍ମାଣ କରାଯାଉଛି । ମାତ୍ର ସରକାରଙ୍କ ଏହି ଲୋକାଭିମୁଖି ଯୋଜନା କିନ୍ତୁ ଯୋଜନାରେ ରହି ଯାଇଛି । ସହରର ବିଭିନ୍ନ ସ୍ଥାନରେ ନିର୍ମାଣ କରାଯାଇଥିବା ଶୌଚାଳୟ ତିଆରି ହେବା ପର ଠାରୁ ତାଲା ଝୁଲୁଛି । କଟକ ଚୌଦ୍ବାରରୁ ଦେଖିବା ଏହି ରିପୋର୍ଟ
#Cuttack #Swachhabharat #Toilet #OdishaGovt #Choudwar #ArgusNews