#ଶ୍ମଶାନ_ଦୁଃଖ_ଅସହ୍ୟ_ଅର୍ଥ_ହେଉଛି_ବାଟ_ବଣା
ବାଙ୍ଗିରିପୋଷି ଗ୍ରାମପଂଚାୟତ ମଣଦା ଠାରେ ଥିବା ଶ୍ମଶାନଘାଟ କୁ ଦେଖିଲେ ମାନବିକତା ହଜି ଯାଇଥିବା ପରି ମନେ ହେଉଛି । ମୃତ ଦେହ ଧରି ଅନ୍ତିମ ସତ୍କାର ପାଇଁ ଏଠାକୁ ଆସୁଥିବା ଲୋକେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ପ୍ରତେକ ବର୍ଷ ବହୁ ଅର୍ଥ ଖର୍ଚ୍ଚ ହେଉଛି ସବୁ ଅର୍ଥ ଲୁଟୁଛନ୍ତି ଠିକାଦାର ଏବଂ ଅଧିକାରୀ ମାନେ । ଏହାର ପ୍ରତିକାର ଦିଗରେ କୈାଣସି ପଦକ୍ଷେପ ହାତକୁ ନିଆଁ ଯାଇ ନାହିଁ ।
#Mayurbhanja #bangiriposi #Cemetery #development #moneyloot #Odisha #ArgusNews