#ଶ୍ରମିକଙ୍କୁ_ଅଣଦେଖା
ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ୪ଲକ୍ଷରୁ ଅଧିକ ଶ୍ରମିକ ଅଛନ୍ତି । ସେଥିରୁ ଲକ୍ଷେ ୨୦ହଜାର ଶ୍ରମିକ ପଞ୍ଜିକୃତ । ସରକାଙ୍କ ନିୟମ ଅଛି ପ୍ରତିବର୍ଷ ଶ୍ରମ କାର୍ଡ ରିନ୍ୟୁ କରିବା। କିନ୍ତୁ ସପ୍ତାହରେ ଗୋଡିଏ ଦିନ କାର୍ଡ ରିନ୍ୟୁ ହୋଇଥାଏ । ଫଳରେ ଖରା ବର୍ଷାରେ ଲୋକଙ୍କୁ ଲାଇନ ଲଗେଇବାକୁ ପଡୁଛି ।
#Mayurbhanj #Labour #laborcard #cardrenewal #LabourProblem #Odisha #ArgusNews