#ଶ୍ରାବଣରେ_ଶୁଖିଲା_ପଡିଛି_ଜଳଭଣ୍ଡାର !
ପାଣିପାଇଁ ଚାଷୀ ହାହାକାର । କ୍ଷେତକୁ ନାହିଁ ପାଣି । ଆଗେଇ ପାରୁନି ଚାଷ କାମ । ସାମାନ୍ୟ ବର୍ଷା ହେଲେ ଟିକିଏ କାମ ଆଗେଲା ବେଳେ ପୁଣି ମୁଣ୍ଡ ଫଟା ଖରା ରେ ଜମି ଫାଟି ଆଁ କରୁଛି । ବର୍ଷାର ଲୁଚକାଳି ଖେଳ ଏବେ ଚାଷୀଙ୍କ ପାଇଁ ସାଜିଛି କାଳ
#ArgusNews #Odisha #Rain #Ganjam #Brahmapur #Farmerproblem #irrigation