କୋରନା କଟକଣା ପାଇଁ ଭକ୍ତ ଏବଂ ଭଗବାନଙ୍କ ଭାବରେ ପଡ଼ିଛି ଡୋରୀ । ଶ୍ରାବଣ ପହଲି ସୋମବାର ରେ ଖାଁ ଖାଁ ଗୁପ୍ତେଶ୍ୱର ଶୈବପୀଠ । ନା ଅଛି କାଉଡ଼ିଆ ଙ୍କ ଲମ୍ବା ଧାଡ଼ି ନା ଅଛି ହରିବୋଲ ର ଧ୍ୱନୀ । ଗୋଟିଏ ଦୁଇଟି ଭକ୍ତ ରେ ପୂଜା ପାଉଛନ୍ତି ବାବା ଗୁପ୍ତେଶ୍ୱର
#ArgusNews #Odisha #ArgusNewsTV #Jaypore #Guptrswar_Temple