#ଶ୍ରାବନ୍_ମାସେ_ମୌସୁମୀ_ଗାଏବ
କମ୍ ବର୍ଷା ଲାଗିର୍ ଚିନ୍ତାନେ ଚାଷୀ । ଅଧାରେ ଅଟକିଛେ ଚାଷ୍ କାମ । ଚାଷୀଙ୍କେ ଘାରଲାନ ଗଜା ମରୁଡି ଡର୍। କମ୍ ବର୍ଷା ଲାଗିର୍ ସୁବର୍ଣ୍ଣପୁର ଜିଲ୍ଲାନେ ଚାଷକାମ୍ ବହୁତ ପଛେ ପଡିଯାଇଛେ । ଜୁଲାଇ ମାସ ଅଧା ହେଇଯାଇଥିଲେବି ବର୍ଷାର ଦେଖାନି ।
#ArgusNews #ArgusNewsTV #Odisha #Subarnapur #Rain #Farmers