ପୁଣି ଗରିବ ଭକ୍ତଙ୍କ ଭାବାବେଗ ସହ ଖେଳ ଖେଳିଲା ଶ୍ରୀମନ୍ଦିର ପ୍ରଶାସନ । ଗୋଟିଏ ପଟେ ୧୦ ହଜାର ଗରିବ ଭକ୍ତଙ୍କ ରହଣୀ ବ୍ୟବସ୍ଥା କରିବାକୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର । ଅନ୍ୟପଟେ ଭକ୍ତନିବାସକୁ ଘରୋଇ ସଂସ୍ଥା ହାତରେ ଟେକି ଦେଉଛି ଶ୍ରୀମନ୍ଦିର ପ୍ରଶାସନ । ଏଠି ପ୍ରଶ୍ନ ଉଠୁଚି ଗରିବ ଭକ୍ତଙ୍କୁ କିପରି ମିଳିବ ସୁଲଭ ରହଣି ବ୍ୟବସ୍ଥା ?
#Puri #administration #poor #devotees #SupremeCourt #Odisha #ArgusNews