#ଶ୍ରୀକ୍ଷେତ୍ରର_ସାହିଜାତ, #ଏକ_ଅନନ୍ୟ_ପରମ୍ପରା
ଶ୍ରୀକ୍ଷେତ୍ରର ଅନନ୍ୟ ପରମ୍ପରା ସାହିଜାତ । ଯେଉଁଥିରେ ଶ୍ରୀକ୍ଷେତ୍ରର ସମସ୍ତ ସାହି ଭାଗ ନିଅନ୍ତି। ସାହିର ଭେଣ୍ଡିଆମାନେ ବିଭିନ୍ନ ବେଶ ଧରି ନୃତ୍ୟ କରନ୍ତି ଏବଂ ସବା ଶେଷରେ ଏହି ପଟୁଆର ଜଗନ୍ନାଥ ବଲ୍ଲଭ ମଠକୁ ଯାଏ । ଯେଉଁଠି ମହାପ୍ରଭୁଙ୍କ ଆଜ୍ଞାମାଳ ପ୍ରାପ୍ତ ହୋଇ ବସିଥିବା ଶ୍ରୀ ରାମ ବିଗ୍ରହଙ୍କ ସମ୍ମୁଖରେ ଅଭିନୟ ଶେଷ ହୋଇଥାଏ ।
#Puri #srikhetra #festival #purisahijata #JagannathDham #Odisha #ArgusNews