#ଶ୍ରୀମଦ୍_ବାବା_ବଳିଆଙ୍କୁ_ସମାଜ_ସେବା_ପାଇଁ_ପଦ୍ମଶ୍ରୀ_ପୁରଷ୍କାର
ଓଡ଼ିଶାରେ ପୂଜ୍ୟ ପୂଜକ ବାବା ବଳିଆ ଭାବେ ପରିଚିତ । ଜଗତସିଂହପୁର ଜିଲ୍ଲାର ଅରିଲୋଠାରେ ଆଶ୍ରମ କରି ଅନ୍ଧବିଶ୍ବାସ ବିରୋଧରେ ସଂଘର୍ଷ କରିବା ସହ ପରିବାର ପରିବେଶ, 5 ଦଶନ୍ଧିରୁ କାର୍ଯ୍ୟରତ ।
#Jagatsinghpur #bababalia #PadmaShri #PadmaShriAward #Odisha #ArgusNews