ଆଜି ପବିତ୍ର ଶ୍ରୀରାମ ନବମୀ। ଶ୍ରୀରାମଙ୍କ ଜନ୍ମୋତ୍ସ। ଠାକୁରେ ଜନ୍ମ ହୋଇଛନ୍ତି ବୋଲି ଶ୍ରୀକ୍ଷେତ୍ର ଆଜି ଚଳଚଞ୍ଚଳ। ଆଉ ଏଥିପାଇଁ କାଲିଠାରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଗତକାଲି ରାତିରେ ଶ୍ରୀମନ୍ଦିରରେ ସ୍ୱୟଂ ମହାପ୍ରଭୁ ଜଗନ୍ନାଥଙ୍କୁ ମାତା କୌଶଲ୍ୟା ମନେ କରି ପୂଜା କରାଯାଇଥିଲା।
#Puri #RamaNavami #rathyatra #festive #Odisha #ArgusNews