ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ ବୌଦ୍ଧରୁ ଆସିବ ରଥକାଠ। ବୌଦ୍ଧରେ ପହଁଞ୍ଚିଲେ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଛଜଣିଆ ପ୍ରତିନିଧି ମଣ୍ଡଳୀ। ଆଜ୍ଞାମାଳ ପହଁଞ୍ଚିବା ପରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା। ଷଷ୍ଠ ଥର ପାଇଁ ପୁଣି ବୌଦ୍ଧ ରୁ ଆସିବ ରଥକାଠ ।
#boudha #Puri #RathaYatra #wood #Odisha #ArgusNews