#ଷ୍ଟେରଡ୍_ନେଉଥିଲେ_ଟିକେ_ସାବଧାନ_ରୁହନ୍ତୁ
#ରୋଗୀ_ଜୀବନ_ବଞ୍ଚାଉଥିବା_ଷ୍ଟେରଡ୍_ମରଣକାରୀ_ହୋଇ_ପାରେ
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଷ୍ଟେରୟଏଡ ବ୍ୟବହାରକୁ ନେଇ ଜାରି ହୋଇଛି ସ୍ବତନ୍ତ୍ର ଗାଇଡ ଲାଇନ୍ । ଷ୍ଟେରୟଏଡ ସଠିକ୍ ସମୟରେ, ସଠିକ୍ ଡୋଜ୍, ସଠିକ୍ ବ୍ୟକ୍ତିକୁ ଦେବାର ଆବଶ୍ୟକତା ରହିଛି । କୌଣସି ସାମାନ୍ୟ ସଂକ୍ରମିତ ରୋଗୀଙ୍କୁ ଷ୍ଟେରୟଏଡ ଦେବାକୁ ଏଥିରେ ସଂପୂର୍ଣ୍ଣ ବାରଣ କରାଯାଇଛି । କେବଳ ଗୁରୁତର ରୋଗୀଙ୍କ ଜୀବନ ରକ୍ଷା ପାଇଁ ଷ୍ଟେରେୟଡ ବ୍ୟବହାର ହୋଇ ପାରିବ ବୋଲି ଦର୍ଶାଯାଇଛି ।
#ArgusNews #Odisha #ArguNewsTV #steroid #CovidTreatment #steroidtreatment