ସାମାଜିକ ସ୍ବେଚ୍ଛାସେବୀ ଫିନିକ୍ସ ସେବା ତରଫରୁ ମହାମାରୀ କରୋନା ସମୟରେ ଅସୁବିଧାର ସମ୍ମୁଖୀନ ହେଉଥିବା ବ୍ୟକ୍ତିମାନଙ୍କୁ ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ,ଷ୍ଟେସନ ଡିରେକ୍ଟର ଚିତ୍ତରଞ୍ଜନ ନାୟକ କାର୍ଯ୍ୟକ୍ରମରେ ଯୋଗ ଦେଇ ରାସନ ପ୍ରଦାନ କରିଥିଲେ ।
#ArgusNews #ArgusNewsTv #ArgusTv #Odisha #Corona #Food_Distribution #BarshaPriyadarshini