#ସର୍ବ_ପୁରାତନ_ମୁନିସିପାଲିଟି
#ଷ୍ଟ୍ରିଟ_ଲାଇଟ_ଅଚଳ
ଦୀର୍ଘ 3ମାସ ହେବ ସନ୍ଧ୍ୟା ହେଲେ ଅନ୍ଧକାର ହେଉଛି କେନ୍ଦ୍ରାପଡ଼ା ସହର। ସହରର ସୌନ୍ଦର୍ଯ୍ୟ ଓ ଆଲୋକୀକରଣ ପାଇଁ 6 ମାସ ପୂର୍ବେ ସାଂସଦ ଅନୁଭଵ ମହାନ୍ତି ଓ ବିଧାୟକ ଶଶୀଭୁଷଣ ବେହେରାଙ୍କ ପାଣ୍ଠିରୁ 12କୋଟି ଟଙ୍କା ବ୍ୟୟ କରାଯାଇଥିଲା
#Kendrapada #Tinimuhani #AnubhavMohanty #sasibhusanbehera #darkness #Odisha #ArgusNews