#ସଂକଟରେ_ଓଡ଼ିଶାର_ସୀମା !
ସଂଙ୍କଟରେ ଓଡିଶା ସୀମା ଓ ସ୍ବାଭିମାନ। ହାତ ଟେକିଦେଇଛନ୍ତି ରାଜ୍ୟ ସରକାର। ସେପଟେ ସୀମା ବିବାଦରେ ସମାଧାନ ପାଇଁ କେନ୍ଦ୍ର ମନ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଦେଇଛନ୍ତି 4ଟି ପ୍ରସ୍ତାବ
#BorderIssue #AndhraOdisha #BorderDispute Dharmendra Pradhan #dplettertocm #OdishaGovt #Andhpradesh #Odisha #ArgusNews