#ସଂକଟରେ_ଗୁପ୍ତ_ତଥ୍ୟ !
ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ତଥ୍ୟ ଲିକ ଘଟଣାରେ ଆଜି ଆଉ ଜଣଙ୍କୁ ଗିରଫ କରିଛି ବାଲେଶ୍ବର ପୋଲିସର ସ୍ପେଶାଲ୍ ସ୍କ୍ବାର୍ଡ । ସେପଟେ ଡିଆରଡିଓ କାର୍ଯ୍ୟାଳୟରେ ପହଂଚି ଛାନବିନ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ
#Balasoro #DRDO #Chandipur #Documentleak #BalasorePolice #Specialsquad #Odisha #ArgusNews