ଭୁବନେଶ୍ୱର ଜୋନ୍ ୨ ଏସିପିଙ୍କ ନେତୃତ୍ୱରେ ଚାନ୍ଦବାଲି ପୋଲିସର ୨ ଜଣିଆ ଟିମ୍ ସମେତ କମିଶନରେଟ ପୋଲିସ ପହଞ୍ଚି ଅଫିସର ତାଲା ଭାଙ୍ଗି ତନ୍ନ ତନ୍ନ କରି ଯାଞ୍ଚ୍ କରାଯାଇଛି। ତଦନ୍ତ ପ୍ରକ୍ରିୟା ରେ କମ୍ପ୍ୟୁଟର ର ହାର୍ଡ ଡିସ୍କ , କାଗଜ ପତ୍ର ଭିଡିଓ କ୍ୟାମେରା କୁ ଜବତ କରି ତଦନ୍ତ ପରିସର ଭୁକ୍ତ କରାଯାଇଛି ଏବଂ ଅଫିସ କୁ ସିଲ୍ କରାଯାଇଛି
#Bhubaneswar #SAMPURNANEWS #Comuter #HardDisk #Sealtheoffice #chandabalipolice #Odisha #ArgusNews