#ରଜ୍ୟ_ସରକାର_କରୁଛନ୍ତି_ଆବାସ_କେଳେଙ୍କାରୀ
#ରାଜ୍ୟ_ସରକାର_କହୁଛନ୍ତି_ମିଛ
ରାଜ୍ୟ ସରକାର କରୁଛନ୍ତି ଆବାସ କେଳେଙ୍କାରୀ, କହୁଛନ୍ତି ମିଛ...ସଂସଦରେ ମନ୍ତ୍ରୀଙ୍କ ତଥ୍ୟ ଖୋଲିଦେଲା ରାଜ୍ୟ ସରକାରଙ୍କ ଆବାସ ସତ…୮ଲକ୍ଷ ପିଏମ ଆବାସ ବଂଟା ନହୋଇ ପଡିରହିଛି ...ଲୋକସଭାରେ ଉତ୍ତର ଖୋଲିଲା ଗୁମର
#Odisha #ArgusNews #AWAS #scams #Jharsuguda #Kendrapada #Jajpur