ସକାଳ ୯ଟା ଟପ୍ ହେଡଲାଇନ୍ସ
+ବିଶ୍ବର 100 ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ପ୍ରଧାନମନ୍ତ୍ରୀ
+ଭୁବନେଶ୍ବର ପହଞ୍ଚିଲା ଷଡଯନ୍ତ୍ରକାରୀ ସ୍ବିଗି ବୟ
+କଳାହାଣ୍ଡିରେ ଆଜି ପାଳନ ହେଉଛି ନୂଆଖାଇ
+ISI ମଡ୍ୟୁଲର 4 ଆତଙ୍କୀ ଗିରଫ ପରେ ସତର୍କତା ଜାରି କଲେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ
+ଚାନ୍ଦିପୁର DRDOରୁ ତଥ୍ୟ ପ୍ରଘଟ ମାମଲାରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ
+ବଲିଉଡ୍ ଅଭିନେତା ସୋନୁ ସୁଦଙ୍କ ଘରେ ଆୟକର ବିଭାଗର ରେଡ୍
#TopHeadlines #Odihsa #ArgusNews