ସଙ୍କଟରେ ଦେଶର ସର୍ବପୁରାତନ ଜନଜାତି ବଣ୍ଡା। ବଣ୍ଡା ଘାଟିରୁ ଚାଲାଣ ହେଉଛନ୍ତି ନାବାଳିକା। ବେଆଇନ ଭାବରେ ଆଧାର କାର୍ଡରେ ବୟସ ବଢାଇ ଆନ୍ଦ୍ର ଚାଲାଣ ହେଉଛନ୍ତି ନାବାଳିକା। ସେଠାରେ ବିପଦସଙ୍କୁଳ ଅବସ୍ଥାରେ କାମ କଲାବେଳେ ଅନେକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।
#malkangiri #Bandaghati #crisis #MinorGirl #AndhraPradesh #chalan #illegally #Odisha #ArgusNews