ଖରା ବରଷାକୁ ନଥାଏ ଡର ମୁଣ୍ଡ ଉପରେ ଥିଲେ ପକ୍କା ଘର । ଏ ହେଉଛି ରାଜ୍ୟ ସରକାରଙ୍କ ସ୍ଳୋଗାନ । କିନ୍ତୁ ପାଇବାକୁ ହେଲେ ପ୍ରକୃତ ଗରିବ ହିତାଧିକାରୀମାନଙ୍କ ପାଇଁ ସାତ ସପନ ପାଲଟିଛି ପକ୍କାଘର ଖଣ୍ଡେ । ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଖଣ୍ଡପଡ଼ା ବ୍ଳକ ସିଙ୍ଘାପଡା ପଞ୍ଚାୟତ ମଙ୍ଗଳା ସାହିର ସଞ୍ଜୁ ନାଏକଙ୍କ ପରିବାରରେ
#Nayagarh #Awasyojana #pakkaghara #OdishaGovt #ArgusNews