#କେମିତି_କମିବ_ସଡକ_ଦୁର୍ଘଟଣା ?
#କେମିତି_ରୋକା_ଯାଇପାରିବ_ଦୁର୍ଘଟଣା_ଜନିତ_ମୃତ୍ୟୁ ?
ପରିବହନ ଓ ପୂର୍ତ୍ତ ବିଭାଗ ମଧ୍ୟରେ ଦୋଷ ଲଦାଲଦି I ସ୍ବାସ୍ଥ୍ୟ ଓ ପୂର୍ତ୍ତ ବିଭାଗର ଅବହେଳାକୁ ଦାୟୀ କଲା ପରିବହନ ବିଭାଗ I କେଉଁଠି ରାସ୍ତା କାମ ସରୁନି ତ କେଉଁଠି ସାଇନ ବୋର୍ଡ ଲାଗିନି I
#Roadtransport #RoadAccident #RoadAccidentsInIndia #parivahansewa