ମାନସିକ ଧାରୀ ଶ୍ରଦ୍ଧାଳୁ ମାନେ ପ୍ରଭୁଙ୍କୁ ଦର୍ଶନ କରି ନଦୀ ରେ ବୁଡ଼ ପକାଇଥିଲେ ମିଳିଥାଏ କୋଟି ଜନ୍ମର ପୂଣ୍ୟ । ପୁରାଣ କହେ ତ୍ରେତୟା ଯୁଗରେ ଏହି ସ୍ଥାନରେ ଭୃଗୁ ରୁଷି ଙ୍କ ଆଶ୍ରମ ଥିଲା, ଯେଉଁଠାରେ ପ୍ରଭୁ ଶ୍ରୀରାମ ଚନ୍ଦ୍ର ବନବାସ ସମୟରେ ଆଶ୍ରମରେ ବିଶ୍ରାମ ନେଇଥିଲେ । #Puri #barunei #festival #Vargabiriver #Odisha #ArgusNews