ଭଦ୍ରକରେ ନ୍ୟାୟ ନ ପାଇ ଯୁବତୀ ଆତ୍ମହତ୍ୟା ଘଟଣାରେ ସନ୍ଦେହ ଘେରରେ ପୋଲିସର ଭୂମିକା । ଘଟଣାକୁ ଚାପି ଦେବା ପାଇଁ ପୋଲିସ ଚାପ ପକାଉଥିବା ଅଭିଯୋଗ ଆଣିଛନ୍ତି ମୃତ ଯୁବତୀଙ୍କ ପରିବାର ଲୋକେ । ଅସଦାଚରଣ ପରେ କଂପ୍ରମାଇଜ ପାଇଁ କହିଥିଲା ପୋଲିସ
#ArgusNews #Odisha #Bhadrak #Girldeath #OdishaGovt