ଖଣି ଖାଦାନ ଭରା ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ ଠାରୁ ମାତ୍ର 1 କିଲ ମିଟର ଦୂର କାଦୋଢିଆ ଗାଁରେ ଦୀର୍ଘ ଏକ ମାସରୁ ଉର୍ଦ୍ଧ ହେବ ଚାଲିଛି ହାତୀ ମଣିଷ ଲଢେଇ । ବିଲରେ ଫସଲ ଖାଇବା ସହିତ ହାତୀମାନେ ଘର ମୁଁହା ହେଉଥିବା ଅଭିଯୋଗ କହିଛନ୍ତି ଗ୍ରାମବାସୀ । ବନବିଭାଗ ହାତୀକୁ ସୁରକ୍ଷା ଦେଉଛନ୍ତି କିନ୍ତୁ ଘୋଉଢାଉନାହାନ୍ତି ବୋଲି ଅଭିଯୋଗ କରିଛନ୍ତି
#Sundargarh #Koida #Elephantterror #ForestDept #Odisha #ArgusNews