ଘରର ଆର୍ଥିକ ସ୍ଥିତି ସୁଧାର ପାଇଁ କିଣିଲେ ଗାଈଟିଏ । ଲାଭହେବାରୁ ବ୍ୟାଙ୍କରୁ ଋଣ ଆଣି ଆଉ ୪ଟି ଗାଈ କିଣାଗଲା । ଏବେ ଗୁହାଳରେ ଗାଈ ଓ ବାଛୁରୀ ମିଶି ସଂଖ୍ୟା ୧୦ରେ ପହଂଚିଛି । ଦିନକୁ ୩୦ ଲିଟର କ୍ଷୀର ସଂଗ୍ରହ ହେଉଥିବାରୁ ପାଖାପାଖି ମାସକୁ ୪୫ ହଜାର ଟଙ୍କାର ରୋଜଗାର କରି ସଫଳ ମହିଳା ଗୋ ଚାଷୀ ଭାବେ ପୁରସ୍କୃତ ହୋଇଛନ୍ତି କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ଗଡ଼ ବାନ୍ଧଗୋଡ଼ା ପଂଚାୟତ ନରଦା ଗାଁର କଳ୍ପଲତା ସ୍ବାଇଁ ।
#cattle #cowfarmer #Keonjhar #Ghasipura #herdofcows #herdswoman #employment #livelihood #GoodNews #Odisha #ArgusNews