#ସଫେଇ_କର୍ମଚାରୀଙ୍କ_ପ୍ରତି_ରାଜ୍ୟ_ସରକାରଙ୍କ_ବୈମାତୃକ_ମନୋଭାବ
ସଫେଇ କର୍ମଚାରୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ । ସେମାନଙ୍କୁ ଦିଆଯାଇଥିବା ଅଧିକାରରୁ ରାଜ୍ୟ ସରକାର ସେମାନଙ୍କୁ ବଞ୍ଚିତ କରୁଥିବା ଅଭିଯୋଗ ହୋଇଛି । ସ୍ଥାୟୀ ପଦକୁ ବନ୍ଦ କରି ଅସ୍ଥାୟୀ ଭାବେ ନିଯୁକ୍ତି ଦେଉଛନ୍ତି ସରକାର ଯାହାକୁ କଡା ନିନ୍ଦା କରିଛନ୍ତି ବୁଦ୍ଧିଜୀବୀ ।
#Cuttack #cleaningstaff #government #temporaryvacancies #Odisha #ArgusNews