#ସବୁଜ_ବନାନି_ମଧ୍ୟକୁ_ଅପହଞ୍ଚ_ବିକାଶ
#ବିକାଶଠୁ_ଦୁରରେ_ଜଙ୍ଗଲି_ମଣିଷ
ମୟୂରଭଞ୍ଜ ଜିଲ୍ଲାର ଅପହଞ୍ଚ ମୁଲକ "ବାତିକଚା" ଗାଁ । ବିକାଶ କଣ ତାର ଝଲକ ମଧ୍ୟ ପହଞ୍ଚି ପାରିନି ଏଠାରେ । ସରକାରଙ୍କର ମାଳମାଳ ଯୋଜନା ଏଠାର ଅପହଞ୍ଚ।
#mayurbhanj #batikicha #development #stategovt #Odisha #ArgusNews