#ସବୁ_ଗାଁକେ_ପକ୍କା_ରାସ୍ତା_ଥିବାର୍_କଥା_କହୁଛନ୍_ସରକାର୍
ଗୁଟେଆଡେ ରାସ୍ତା କାମ୍ ଲାଗିର ପ୍ରଶାସନ ଲୁକଙ୍କର ଗୁହାରୀ ନାଇ ଶୁନବା ଆର୍ ଗୁଟେଆଡେ ରାସ୍ତା କାମ କରମା ଲାଗିର ନିଜର ଇଚ୍ଛାନେ ଆଗକେ ଆସିଛନ୍ ଲୁକେ । ସବୁ ଗାଁକେ ପକ୍କା ରାସ୍ତା ଥିବାର୍ କଥା କହୁଛନ୍ ସରକାର୍ ।
#Kalahandi #RoadProblem #CMOOdisha #Odisha #ArgusNews