ସମବାୟ ଦୁର୍ନୀତିର ବଡ଼ ଖୁଲାସା କରିଛନ୍ତି ପୂର୍ବତନ ସମବାୟ ମନ୍ତ୍ରୀ ଦାମୋଦର ରାଉତ । ଆଠଗଡ଼ରେ ହୋଇଛି ସମବାୟ ଦୁର୍ନୀତି । ଏରସମାର ନୂଆଡିହି ପଞ୍ଚାୟତରେ ୭୦୦ ଚାଷୀଙ୍କ ନାଁରେ ୧ କୋଟି ୬୦ ଲକ୍ଷ ଟଙ୍କା ଲୁଟ ନେଇ ଅଭିଯୋଗ ଆଣିଲେ ଦାମ ।
#Athagarh #SamabayaScam #DamaRout #FarmerProblem #Corruption #cooperative #Odisha #ArgusNews