ବାଲେଶ୍ୱର ଜିଲ୍ଲାରେ କେଳେଙ୍କାରୀ ନେଇଛି ମହାମାରୀ ରୂପ । ଦାହୁଁଦା ପରେ ଏବେ ନଜରକୁ ଆସିଛି ଛାନୁଆ ସମବାୟ ସମିତି । ଚାଷୀଙ୍କ ଟଙ୍କା ହରିଲୁଟ୍ କରିଛନ୍ତି ସମବାୟ ବିଭାଗର କର୍ମଚାରୀ । ଚାଷୀଙ୍କୁ ସେମାନଙ୍କ ପ୍ରାପ୍ୟ ନଦେଇ ପାଖାପାଖି 90 ଲକ୍ଷ ଟଙ୍କାର ଚୂନ ଚାଷୀଙ୍କ ଦେହରେ ଲଗାଇଛନ୍ତି ଖୋଦ ସମବାୟ ବିଭାଗର କର୍ମଚାରୀ ।
#Balasore #CooperativeSociety #Farmers #money #Corruption #Odisha #ArgusNews