ରାଜ୍ୟରେ ୩୪୫୩ ଟୀକାକରଣ କେନ୍ଦ୍ରରେ ଟୀକାକରଣ ଚାଲିଛି । ୧୧୯୧ଟି କେନ୍ଦ୍ରରେ ୧୫ରୁ ୧୮ ବର୍ଷ ପାଇଁ ଟୀକା ଦିଆଯାଉଛି । ଏବର୍ଗର ୩ଲକ୍ଷ ୪୨ ହଜାର ୩୩୨ ଜଣଙ୍କୁ ଟୀକା ଦିଆଯାଇଛି । ସମସ୍ତେ କୋଭିଡ ନିୟମ ମାନି ରହିବାକୁ ପରାମର୍ଶ ଦେଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।
#Covid19 #CoronaVirus #COVID19Vaccine #CovidGuidelines #HeathDepartment #BijayPanigrahi #ArgusNews