ଗାଁ ର ମୌଳିକ ସମସ୍ୟାକୁ ନେଇ ତାତିଲେ ଗ୍ରାମବାସୀ, ଅସୁବିଧାର ସମାଧାନ ନକଲେ ଭୋଟ ବର୍ଜନ ଦାବି l
ଆଜି ସାରା ଦେଶ ସାଧାରଣ ତନ୍ତ୍ର ଦିବସ ପାଳନ କରୁଥିବା ବେଳେ, ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଳକ ର ନୂଆ ଡ଼ିହି,କାହ୍ନୁ ଡ଼ିହି, ଯାଲା ଟାଣ୍ଡି ଓ ସଲେ ଗଡ଼ା ଗ୍ରାମର ବାସିନ୍ଦା ଆଜି ନିଜ ମୌଳିକ ଅସୁବିଧାକୁ ନେଇ ଅସନ୍ତୋଷ ଜାହିର୍ କରିଛନ୍ତି l ଗ୍ରାମରେ ରାସ୍ତା, ଜଳ, ଭତ୍ତା, ଇଲେକ୍ଟ୍ରି ଭଳି ଅନେକ୍ ଅସୁବିଧା ଥିବାବେଳେ କୌଣସି ନେତା ବା ସ୍ଥାନୀୟ ପ୍ରଶାସନ ର ନଜର ପଡୁ ନାହିଁ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ ।
#Mayurbhanja #rairangapur #Boholda #dihi #vote #Boycott #73rdright #Administration #Odisha #ArgusNews