#ସମସ୍ୟାର_ସମାଧାନ_ନହେଲେ_ଭୋଟ_ବର୍ଜନ
#ସରକାରଙ୍କୁ_ଭୋଟରଙ୍କ_ଚରମବାଣୀ
ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଲୋକେ ମୌଳିକ ସୁବିଧାରୁ ବଞ୍ଚିତ । ଅଭିଶପ୍ତ ଜୀବନ ବିତାଉଛନ୍ତି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକର କାନ୍ଦାସୋଡ଼ା ଗ୍ରାମବାସୀ । ଗାଁର ଜନସଂଖ୍ୟା ପ୍ରାୟ ୧୦୦ ରୁ ଅଧିକ । କିନ୍ତୁ ଆଜିଯାଏଁ ଲୋକେ ଦେଖି ନାହାନ୍ତି ବିଜୁଳି । ମୌଳିକ ସୁବିଧାରୁ ବ଼ଞ୍ଚିତ ହତାସ ଗ୍ରାମବାସୀ ଶେଷରେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ।
#Kendrapara #independence #people #Roadissue #vote #Boycott #OdishaCM #Odisha #ArgusNews