CMC ନିର୍ବାଚନ ପାଇଁ ରାଜନୀତି ପାଣିପାଗ ପୁରା ସରଗରମ । ପାର୍ଥି ପ୍ରସ୍ତୁତ, ଭୋଟର ପ୍ରସ୍ତୁତ ଏବଂ କ୍ଷେତ୍ର ମଧ୍ୟ ପ୍ରସ୍ତୁତ । ସମସ୍ୟା ଘେରରେ କଟକ ସହର । ୫୬, ୫୭, ୫୮ ଏବଂ ୫୯ ନମ୍ବର ୱାର୍ଡକୁ ଅଣଦେଖା ଅଭିଯୋଗ ।
#cuttack #CMCelections #Politicaltensions #campaigns #allegations #problems #Publicissue #ArgusNews