#ସମସ୍ୟା_ଘେରରେ_ପୁରୁଣା_ସହର_କଟକ
ଯେତିକି ପୁରୁଣା ହେଉଛି ସେତେ ସମସ୍ୟା ବଢୁଛି । ଏଠାରେ ମାଳ ମାଳ ନେତା ମନ୍ତ୍ରୀଙ୍କ ଘର । କିନ୍ତୁ ଅବସ୍ଥା ଏପରି ଯାହାକି ଏବେ ସହରବାସୀଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ବର୍ଷ ବର୍ଷ ପରେ ବି ପରିମଳ ଠାରୁ ଆରମ୍ଭ କରି ଡ୍ରେନେଜ, ଜଳବନ୍ଦୀ ଭଳି ସମସ୍ୟାର ସମାଧାନ ହେଉନି ।
#cuttack #OldCity #Minister #drainageproblems #Odisha #ArgusNews