ଆଜି ସୁନ୍ଦରଗଡ ଜିଲ୍ଲାପାଳ ନିଖିଲ ପୱନ୍ କଲ୍ୟାଣ କୋଇଡା ବ୍ଲକ ଗସ୍ତ କରି ଅନେକ ପ୍ରକଳ୍ପର ଅଗ୍ରଗତି ଏବଂ ଅନେକ ସମସ୍ୟାର ସମାଧାନ ପାଇଁ ସମସ୍ତ ପଦାଧିକାରୀଙ୍କୁ ସାଥିରେ ନେଇ କୋଇଡା ବ୍ଲକର ବିଭିନ୍ନ ସ୍ଥାନ ବୁଲିଦେଖିଥିଲେ ।
#sundargarh #collector #visiting #problem #ArgusNews #odisha