#ଦିର୍ଘ_ଦିନ_ହେଲା_ଅଚଳ_ଟ୍ରାନ୍ସଫରମର
ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିଂହୀଜୁବା ଗାଁର ଚାଷୀଙ୍କ ମୁଣ୍ଡରେ ପଡିଛି ଚଡକ । ଟ୍ରାନ୍ସଫରମର ପୋଡି ଯାଇଥିବା ବେଳେ କର୍ଣ୍ଣପାତ କରୁନାହିଁ ବୁଦ୍ୟୁତ ବିଭାଗ । ସେପଟେ ପାଣି ଅଭାବ ଯୋଗୁଁ 50 ଏକର ଚାଷ ଜମି ନଷ୍ଟ ହେବାକୁ ବସିଲାଣି ।
#Subarnapur #FarmersProblem #WaterProblem #transfer #Odisha #ArgusNews