ସମାଜକୁ ସ୍ବଚ୍ଛତାର ବାର୍ତ୍ତା ଦେଲେ ମାନସିକ ବିକୃତ । ଖରା ବର୍ଷାକୁ ଖାତିର ନ କରି ଖରାସ୍ରୋତା ନଦୀର ଉଭୟ ପାର୍ଶ୍ବକୁ ସଫା କରିବା ସହ ସାମାଜ ପାଇଁ ସୃଷ୍ଟି କରିଛନ୍ତି ଉଦାହରଣ । ମାନସିକ ବିକୃତ ହୋଇ ବି ସେ ସମାଜକୁ ସ୍ବଛତାର ବାର୍ତ୍ତା ଦେଉଛନ୍ତି ।
#Kendrapara #kharsotabridge #Clean #Odisha #ArgusNews