#ସମାଧାନ_ହୋଇପାରୁନି_ମହାନଦୀ_ଜଳ_ବିବାଦ
#ଗ୍ରାଉଣ୍ଡ_ଜିରୋରେ_ସ୍ଥିତି_ପରଖିଲା_ମହାନଦୀ_ବଞ୍ଚାଅ_ସମିତି
ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ମହାନଦୀକୁ ନେଇ ଚାଲିଥିବା ବିବାଦର ହୋଇପାରୁନି ସମାଧାନ । ମହାନଦୀ ବଞ୍ଚାଅ ସମିତି ଆନ୍ଦୋଳନର ଆବାହକ ସୁଦର୍ଶନ ଦାସଙ୍କ ନେତୃତ୍ବରେ କଟକରୁ ଛତିଶଗଡ଼ର କଲମା ପର୍ଯ୍ୟନ୍ତ ମହାନଦୀ ଯାତ୍ରା ଅନୁଷ୍ଠିତ ହୋଇଛି। ଏଥିରେ ଜଳ ମାନବ ଡ. ରାଜେନ୍ଦ୍ର ସିଂ ଯୋଗଦେଇଥିଲେ। ମହାନଦୀ ଏକ ରାଷ୍ଟ୍ରୀୟ ନଦୀ ହୋଇଥିବା ବେଳେ ଆଖି ଆଗରେ ଏହି ନଦୀର ଅକାଳ ମୃତ୍ୟୁ ଆମ ପାଇଁ ଏକ ଲଜ୍ଜାଜନକ ଘଟଣା ।
#Mahanadi #water #mahanadibanchaya #WaterIssue #tribunal #MahanadiWaterDisputesTribunal #Waterdisputes #Odisha #ArgusNews #Jharsuguda