#ସମିୟା_ଆଗନେ_ହାର_ମାନସି_ମୁନୁଷ !
ପାଠ ପଢବାର ଇଚ୍ଛା ଅଛେ ହେଲେ ବିଧାତା ଅଲଗା କାଣା ଚାହୁଁଛେ। ଆଏଁଖ୍ କେ ଆର୍ ଦେଖାନେଇଯିବା ନା ହିଁ କାନକେ କିଛି ଶୁଭାଯାଉଛେ । ଉକିଆ ଦେଖବା ଆଗନୁ ଦୁନିଆ ଅନ୍ଧାର ହେଇଯାଇଛେ । ବୋଉଦନୁ ଦେଖାମା ମେଧାବୀ ଛାତ୍ରୀ ତୃଷ୍ଣାରାଣୀଙ୍କର ଦୁଃଖଭରା କାହାନୀ
#ArgusNews #Odisha #ArgusNewsTV #Boudh #handicapped #Girl_Child