#ସମୁଦ୍ର_ଆଁ_ରେ_ମଣିଷ_ସମାଜ।
ସମୁଦ୍ରର କରାଳ ରୂପ କରୁଛି ଅସ୍ତବ୍ୟସ୍ତ । ରାତିରେ ଘରେ ଶୋଇଥିବେ ମଣିଷ ସକାଳୁ ଉଦ୍ଧାର ହେଉଛି ସମୂଦ୍ର ଭିତରୁ । ଗତ 10 ଦିନ ମଧ୍ୟରେ ସମୂଦ୍ରରେ ଲୀନ ହେଲାଣି ରାମାୟାପାଟଣାର ଅନେକ ଘର
#ArgusNews #Odisha #ArgusNewsTV #Ganjam #Brahmapur #Sea #Village #ramayapatna