ଅଟୋରେ ଯିବା ସମୟରେ ଜଣେ ଲୁଟେରା ତାଙ୍କ ହାତରୁ ମୋବାଇଲ ଛଡ଼େଇ ନେଇ ଯାଇଥିଲା। ସାହସିକତା ସହ ଲୁଟେରାକୁ କାବୁ କରିଥିଲେ କଟକ ଝାଞ୍ଜିରିମଙ୍ଗଳା ଅଞ୍ଚଳର ଝିଅ ପ୍ରଜ୍ଞା ରାୟ। ପ୍ରଜ୍ଞାର ଏହି ସାହସିକତା କାର୍ଯ୍ୟକୁ ପ୍ରଶଂସା କରି କଟକ ବାରବାଟି ବିଧାୟକ ମହମ୍ମଦ ମୋକୀମ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।
#Cuttack #braveGirl #PragyaRai #robber #looter #MohammadMokim #Odisha #ArgusNews