#ସମ୍ବଲପୁରରୁ_ଆସିଲା_ଚାଷୀ_ଆତ୍ମହତ୍ୟା !
ଧାନ ବିକ୍ରି ନହେବାରୁ ବୁର୍ଲା ଥାନା ଅନ୍ତର୍ଗତ କୁଦ ଗୁଣ୍ଡେରପୁରରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି କୈବଲ୍ୟ ରୋହିଦାସ । ଆଜି ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମାତ୍ରାଧିକ ମାନସିକ ଚାପ ଯୋଗୁଁ ସେ ଆତ୍ମହତ୍ୟା କରିଥିବା ତାଙ୍କ ପୁଅ ଦଶରଥ ରୋହିଦାଶ ଅଭିଯୋଗ କରିଛନ୍ତି
#ArgusNews #Odisha #sambalpur #Farmer_suicide #mentalydepressed