ୟଶ୍ ଯୋଗୁ ବର୍ଷାରେ ଭିଜିଲା ଧାନ। ଅମଳ ପରେ ଚାଷୀ ଧାନ ବିକ୍ରି ପାଇଁ ଖଳାରେ ସାଇତି ରଖିଥିବା ଧାନ ଭିଜିଛି। ଯାହାକୁ ନେଇ କ୍ଷତିପୂରଣ ଦାବିରେ ଚାଷୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି
#ArgusNews #Odisha #ArgusNewsTV #NewsChannel #Cyclone_Impact #Farmer_Problem #Sambalpur