ସମ୍ବଲପୁରର ମହାନଗର ନିଗମର ଖାଦ୍ୟ ସୁରକ୍ଷା ଇନିସ୍ପେକଟର ପ୍ରତାପ ରୁଦ୍ର ମଣ୍ଡଳଙ୍କ ନେତୃତ୍ୱରେ ଏକ ଟିମ୍ ସମ୍ବଲପୁର ଭିଏସ୍ଏସ ମାର୍ଗରେ ଥିବା ହୋଟେଲ ଗୁଡ଼ିକରେ ଚଢ଼ାଉ କରିଥିଲେ। ଫୁଡ୍ ସେଫ୍ଟୀ ବିଭାଗ ପକ୍ଷରୁ ରେଷ୍ଟୁରାଣ୍ଟ,ହୋଟେଲ ଏବଂ ଜଳଖିଆ ଦୋକାନରେ ଖାଦ୍ୟର ମାନ ଯାଞ୍ଚ କରିବା ସହିତ ନିମ୍ନ ମାନର ଖାଦ୍ୟ ଥିଲେ ସେଗୁଡିକୁ ନଷ୍ଟ କରାଯାଉଛି
#sambalpur #vssmarg #foodsafetyinspector #resturant #prataprudramandal #ArgusNews