ସମ୍ବଲପୁର୍ କୁଚିଣ୍ଡାନେ ଭିଲ୍ ବିଜେପି ଆଡୁ ବନ୍ଦ୍ ଡାକରା । ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ସିବିଆଇ ତଦନ୍ତ ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ କୁଚିଣ୍ଡା ଉପଖଣ୍ଡ ସମ୍ପୂର୍ଣ୍ଣ ବନ୍ଦ ଦେଖିବାକୁ ମିଳିଛି। ବିଜେପିର କର୍ମକର୍ତ୍ତା ମାନେ ସରକାରୀ କାର୍ଯ୍ୟାଳୟ ଓ ବେସରକାରୀ କାର୍ଯ୍ୟାଳୟକୁ ବନ୍ଦ କରିବା ପାଇଁ ପିକେଟିଂ କରିଛନ୍ତି
#Sambalpur #BJP #Protest #Kalahandi #SunshinePublicSchool #Mamitameher #JusticeForMamita #Odisha #ArgusNews