ସମ୍ବଲପୁର ଗୁଟଖା ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟଣା । ଫ୍ୟାକ୍ଟ୍ରି ମ୍ୟାନେଜର ଧୁବେସ କୁମାର ସିଂ ଗିରଫ । ସମ୍ବଲପୁର ଅଇଠାପାଲି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅଗ୍ନିକାଣ୍ଡରେ ୪ ଜଣ କର୍ମଚାରୀଙ୍କ ମୃତ୍ୟୁପରେ ପୋଲିସର କାଯ୍ୟାନୁଷ୍ଠାନ ।
#sambalpur #GutkhaFactory #Factorymanager #arrested #Odisha #ArgusNews